2000+ ମାଗଣା ଓଡ଼ିଆ ପୁସ୍ତକ ଗୁଡିକ ଡାଉନଲୋଡ କରନ୍ତୁ ।

Search : Book, Author Name, Category (e.g. Thriller,Self-help,Novel, Spritual etc.)

Download Odia Book Pdf here

ବାଲି ତୃତୀୟା ବ୍ରତ ବା ତୀଜ ବ୍ରତ ଓଡ଼ିଆ ବହି ଗୀତ | Bali Trutiya Brata Odia Book PDF Free Download | Odia Osha Brata Mela Book

ବାଲି ତୃତୀୟା ବ୍ରତ ବା ତୀଜ ବ୍ରତ ଓଡ଼ିଆ ବହି ଗୀତ | Bali Trutiya Brata Odia Book PDF Free Download | Odia Osha Brata Mela Book

Author:
Price:

Book Description »

  ପୁସ୍ତକର ବିବରଣୀ (Description of Book) :-

ବହିର ନାମ: ବାଲି ତୃତୀୟା ବ୍ରତ (ବହି ଗୀତ)
Name of Book: Bali trutiya Brata Gita

ବହିର ଲେଖକ କିମ୍ବା ପ୍ରକାଶକ: 
Writer or Publisher of Book: Odiaportal.in

ବହିର ଭାଷା: ଓଡିଆ
Language of Book: Odia

ବହିର ଆକାର: 2.88 MB
Size of Book:

ବହିର ପୃଷ୍ଠା ସଂଖ୍ୟା: ଅଜଣା
Total Pages of Book: unknown

ବହିର ଉତ୍ସ: OdiaPathshala.blogspot.com
Source of Book:

ଡାଉନଲୋଡ ସ୍ଥିତି: Good
Download Status:

ମୂଲ୍ୟ: ମାଗଣା
Price: Free


 

 

Tag: odia brata katha, odia brata book pdf, odia Bali Trutiya brata, odia Bali Trutiya brata book pdf, all odia brata katha, odia Bali Trutiya brata bhajan, odia Bali Trutiya brata bhajan, Bali Trutiya brata odia book, odia Bali Trutiya brata gita, Bali Trutiya brata odia jatra, odia brataghara, Bali Trutiya brata katha odia book pdf download

ବାଲି ତୃତୀୟା ବ୍ରତ , ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ । ବିବାହିତା ନାରୀମାନେ ସ୍ବାମୀଙ୍କ ଦୀର୍ଘ , ନିରାମୟ ଜୀବନ କାମନା କରି ଏହି ବ୍ରତ ରଖିଥାନ୍ତି । କେତେକ ସ୍ଥାନରେ ଅବିବାହିତା ଝିଅମାନେ ମଧ୍ୟ ସର୍ବଗୁଣସମ୍ପନ୍ନ ପତି କାମନା କରି ଏହି ବ୍ରତ ପାଳନ କରନ୍ତି । ଅତି ନିଷ୍ଠାର ସହ ତୃତୀୟା ଦିନ ସୂର୍ଯ୍ୟୋଦୟଠାରୁ ଚତୁର୍ଥୀ ଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ଉପବାସ ରହିବାକୁ ମଧ୍ୟ ବାରଣ କରାଯାଏ । ଏହି ବ୍ରତର ଆରାଧ୍ୟ  ଦେବତା ହେଉଛନ୍ତି ମହାଦେବ ।  ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ଅନେକ ସୁଫଳ ମିଳେ ବୋଲି ବିଶ୍ବାସ ରହିଛି । 

ଏହି ବ୍ରତର କିମ୍ବଦନ୍ତୀ " ବାଲି ବା ତୀଜ ବ୍ରତ " ରେ ବର୍ଣ୍ଣନା କରାଯାଇଛି । ତୃତୀୟା ବା ତୀଜ ବ୍ରତ କଥା ପୁସ୍ତିକାଟି ନିମ୍ନରେ ଦିଆଗଲା । ତାହାକୁ ଆପଣ ଇ - ବୁକ୍ ବା ପିଡ଼ିଏଫ ମାଧ୍ୟମରେ ଡାଉନଲୋଡ କରିପାରିବେ । 


ଏଠାରେ ଉପଲବ୍ଧ ପୁସ୍ତକକୁ ଆପଣଙ୍କ ମିତ୍ର ଓ ଭାଇ-ଭଉଣୀ ସେଆର କରନ୍ତୁ। ଆପଣ ମଧ୍ୟ ଏହି ପୃଷ୍ଠାକୁ ବ୍ରାଉଜର ରେ ବୁକମାର୍କ କରନ୍ତୁ।

ବିଶେଷ ଦ୍ରଷ୍ଟବ୍ୟଏଠାରେ ଉପଲବ୍ଧ ପୁସ୍ତକ ଆମ Website ର ନିଜ ସମ୍ପତ୍ତି ନୁହେଁ । ଏହାକୁ କେବଳ ପାଠକ ବନ୍ଧୁ ମାନଙ୍କ ନିମନ୍ତେ ଉଦ୍ଧାର କରାଯାଇ ଶିକ୍ଷା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏଠାରେ ରହି ଥିବା ପୁସ୍ତକ ସାଧାରଣ (Public domain) ରେ ଉପଲବ୍ଧ। Website ର କୌଣସି ସଦସ୍ୟ ଏହାକୁ ନିଜ ବୋଲି ଦାବି କରି ପାରିବେନାହିଁ ।

(Report this in comment if you are facing any issue in downloading / ଦୟାକରି କମେଣ୍ଟ ମାଧ୍ୟମରେ ଆମକୁ ପୁସ୍ତକ ଡାଉନଲୋଡ ନ ହେବା ସ୍ଥିତିରେ ଅବଗତ କରନ୍ତୁ)

0 Reviews